ଓଭରବ୍ରିଜ ନିର୍ମାଣ ପାଇଁ ଖଣ୍ଡଗିରି ଛକରେ ଦୁଇମାସ ଏକପାଖିଆ ରାସ୍ତା

ଭୁବନେଶ୍ୱର : ଓଭରବ୍ରିଜ୍ ନିର୍ମାଣକୁ ତ୍ବରାନ୍ବିତ କରିବା ପାଇଁ ଆଜିଠାରୁ ଖଣ୍ଡଗିରି ଟ୍ରାଫିକ୍ ଛକରେ ଏକପାଖିଆ ରାସ୍ତା ଚାଲୁରହିବ। ଖୋର୍ଦ୍ଧାରୁ ଭୁବନେଶ୍ବର ଦିଗରୁ ଆସୁଥିବା ଯାନବାହନଗୁଡ଼ିକ କୋଳଥିଆ ଛକରୁ ଡାହାଣକୁ ଆସି ଖଣ୍ଡଗିରି ଥାନା ଦେଇ ପ୍ରାଚୀ ହୋଟେଲ୍‌ଠାରେ ପୁଣି ବାମ ପାର୍ଶ୍ବ ଜାତୀୟ ରାଜପଥକୁ ଧରିବେ। ସେହିଭଳି ବରମୁଣ୍ଡାରୁ ଖୋର୍ଦ୍ଧା ଦିଗରେ ଯାଉଥିବା ଯାନବାହନ ଗତିପଥ ନ ବଦଳାଇ ପୂର୍ବଭଳି ଚାଲିବେ। ପ୍ରାଚୀ ହୋଟେଲରୁ କୋଳଥିଆ ଛକ ପର୍ଯ୍ୟନ୍ତ … Continue reading ଓଭରବ୍ରିଜ ନିର୍ମାଣ ପାଇଁ ଖଣ୍ଡଗିରି ଛକରେ ଦୁଇମାସ ଏକପାଖିଆ ରାସ୍ତା